ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟାଙ୍କ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟାଙ୍କ   ବିଶେଷ୍ୟ

ଅର୍ଥ : ମୁଖ୍ୟତଃ ସୁଧରେ ଟଙ୍କା ଋଣ ଦେବାନେବା କାମ କରୁଥିବା ସଂସ୍ଥା

ଉଦାହରଣ : ବ୍ୟାଙ୍କରୁ ପାଠପଢା ପାଇଁ ମଧ୍ୟ ଋଣ ମିଳୁଛି

ସମକକ୍ଷ : ବ୍ୟାଂକ


ଅନ୍ୟ ଭାଷାରେ ଅନୁବାଦ :

वह संस्था जो मुख्य रूप से सूद पर रुपयों के लेन-देन का काम करती हो।

पढ़ाई के लिए भी बैंक से ऋण मिल जाता है।
बैंक, बैन्क

A financial institution that accepts deposits and channels the money into lending activities.

He cashed a check at the bank.
That bank holds the mortgage on my home.
bank, banking company, banking concern, depository financial institution

ଅର୍ଥ : ଯେଉଁ ସ୍ଥାନରେ ଟଙ୍କାପଇସା ବଦଳା ଯାଇଥାଏ

ଉଦାହରଣ : ଆମେରିକୀୟ ଡଲାର ନେବା ନିମନ୍ତେ ସୀମାନ୍ତ ବ୍ୟାଙ୍କକୁ ଯାଇଛି

ସମକକ୍ଷ : କରେନ୍ସି ଏକ୍ସଚେଞ୍ଜ ସେଣ୍ଟର, ସରାଫାଖାନା


ଅନ୍ୟ ଭାଷାରେ ଅନୁବାଦ :

वह जगह जहाँ रुपए-पैसे भुनाए जाते हैं।

सीमांत अमरीकी डालर लेने सराफा गया है।
सराफ़ा, सराफा, सर्राफ़ा, सर्राफा

ଅର୍ଥ : ଯେଉଁ ସ୍ଥାନରେ ସୁଧ ପାଇବାପାଇଁ ଟଙ୍କା ଜମା କରାଯାଏ ଏବଂ ଋଣ ମଧ୍ୟ ନିଆଯାଏ

ଉଦାହରଣ : ସେ ବ୍ୟାଙ୍କରେ ଦଶ ହଜାର ଟଙ୍କା ଜମା କଲେ


ଅନ୍ୟ ଭାଷାରେ ଅନୁବାଦ :

वह स्थान जहाँ ब्याज पाने की इच्छा से रुपया जमा किया जाता हो और ऋण भी लिया जा सकता हो।

उसने बैंक में दस हज़ार रूपए जमा किए।
बैंक, बैन्क

A building in which the business of banking transacted.

The bank is on the corner of Nassau and Witherspoon.
bank, bank building